Posts

Showing posts from April, 2022

ଓଡିଆ ଲୋକବାଣୀ , ଓଡିଆ ଢଗ (Odia proverb with meaning) example

Image
 3.ଅକାଳେ ନିୟମ ନାସ୍ତି (akale niyam nasti) The meaning of "akale niyama nasti in Odia"   ସମୟର ଖେଳରେ ବେଳେବେଳେ ଏଭଳି ବି ପରିସ୍ଥିତି ଉପୂଯେ ଯେଉଁ ସମୟରେ ନିୟମ କାନୁନ ମାନିବା ସମ୍ଭବ ହୁଏ ନହିଁ । ମଣିଷ ଏକ ସାମାଜିକ ପ୍ରାଣୀ ଅଟେ ଏବଂ ସେ ନିଜକୁ  ଅନେକ ନୀତି ନିୟମରେ ବାନ୍ଧି ରଖିଥାଏ । ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପାର୍ଜୟନ୍ତ ମଣିଷ ଅନେକ କାମ କରିଥାଏ , ଯେଉଁଥିରେ ଅନେକ ନୀତିନିୟମ ମାନିବାକୁ ପଡେ ଯେମିତିକି ସକାଳେ ଉଠି ଗାଧେୟ ପୂଜା କରିବା , ରାସ୍ତାରେ ବାମ ପଟେ ଦେଇ ଯିବା , ଜନ ଗହଳି ସ୍ଥାନରେ ଦ୍ରୁତ ଗତିରେ ବାହାନ ନ ଚଳେଇବା , କାହାକୁ ମିଛ ନ କହିବା ଇତ୍ୟାଦି । କିନ୍ତୁ ପରିସ୍ଥିତିକୁ ନେଇ ଆମେ ଅନେକ ସମୟରେ ଏହି ନିୟମ ଗୁଡିକୁ ଭାଙ୍ଗି ଦେଉ  । ଓଡ଼ିଶାର ପୁରପଲ୍ଲୀରେ ଏଭଳି ସ୍ଥିତିକୁ "ଅକାଳେ ନିୟମ ନାସ୍ତି" ହୋଇଛି ବୋଲି ସମ୍ବୋଧନ କରାଯାଏ ।  ରୂଢି କାହାକୁ କହନ୍ତି ? 4. ଅତି ଭକ୍ତି ଚୋରର ଲକ୍ଷଣ (ati bhakti chorara lakhyana) The meaning of   "ati bhakti chorara lakhyana" karjya hasal pain  michatare binamra acharana kariba ଅନେକ କ୍ଷେତ୍ରରେ ଲୋକମାନେ ନିଜ କାମ ହାସଲ କରିବା ପାଇଁ ହେଉ କି କାହାଠୁ ଫାୟେଦା ପାଇବା ପାଇଁ ହେଉ , କୌଶଳ କ୍ରମେ କାମ ହାସଲ କରନ୍ତି ।ଅର୍ଥାତ ସେମାନେ ଅନ୍ୟର ମିଛ ପ୍ରଶଂ...

Odia proverb with meaning, ଓଡିଆ ଢୋଗ , ଓଡିଆ ଲୋକବାଣୀ

Image
 Odia proverb with meaning, ଓଡିଆ ଢୋଗ , ଓଡିଆ ଲୋକବାଣୀ   ଓଡିଆ ରୂଢି, ଓଡିଆ ଢୋଗ ଢମାଳି , odia rudhi, dhaga dhamali    ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଓଡିଆ ରୂଢି, ଢୋଗ ଢୋମାଳି ର ବ୍ୟବହାର ଦେଖିବାକୁ ମିଳିଥାଏ । ଏହି ଲୋକବାଣୀ ଗୁଡିକ କୌଣସି     ବେଦ ପୁରାଣ ରେ ଦେଖିବାକୁ ମିଳେ ନହିଁ କାରଣ ସମୟର ଏହି ବାଣୀ ଗୁଡିକ ଗୋଟିଏ ଅଞ୍ଚଳରେ ସୃଷ୍ଟି ହୋଇ ନହିଁ , ଏହା ବିଭିନ୍ନ   କୋଣ ଅନୁକୋଣ ରେ   ବ୍ୟବହୃତ   ହେଉଥିବା ବାକ୍ୟ ଯାହାର କିଛି   ନା   କିଛି   ଅର୍ଥ ରହିଥାଏ ।  ଏହି ବାକ୍ୟର ଶବ୍ଦଗୁଡିକର ଅର୍ଥ  ଏହି   ବାକ୍ଯର  ଅର୍ଥ  ସହିତ କୌଣସି ସାମଞ୍ଜସ ନ ଥାଏ  ।ଯେମିତି ବିରାଡି ବୈଷ୍ଣବ (biradi baishnaba) ଏଥିରେ ଦୁଇଟି ଶବ୍ଦ ଅଛି ଯଥା ବିରାଡି ମାନେ ବିଲେଇ ଓ  ବୈଷ୍ଣବ ମାନେ ଭଗବାନ ବିଷ୍ଣୁଙ୍କ ଧର୍ମ ହେଲେ ଏହି ବାକ୍ୟର ଅର୍ଥ ନିମ୍ନରେ ଦର୍ଶା ଯାଇଛ Jai Jagannath, friends in Odia grammar there is a chapter named odia dhaga (rudhi,          lokabani).In this chapter the use of dhaga dhamali (odia proverbs) are prescribed and    described with meani...