ଓଡିଆ ଲୋକବାଣୀ , ଓଡିଆ ଢଗ (Odia proverb with meaning) example

 3.ଅକାଳେ ନିୟମ ନାସ୍ତି (akale niyam nasti)


The meaning of "akale niyama nasti in Odia"


 

ସମୟର ଖେଳରେ ବେଳେବେଳେ ଏଭଳି ବି ପରିସ୍ଥିତି ଉପୂଯେ ଯେଉଁ ସମୟରେ ନିୟମ କାନୁନ ମାନିବା ସମ୍ଭବ ହୁଏ ନହିଁ । ମଣିଷ ଏକ ସାମାଜିକ ପ୍ରାଣୀ ଅଟେ ଏବଂ ସେ ନିଜକୁ  ଅନେକ ନୀତି ନିୟମରେ ବାନ୍ଧି ରଖିଥାଏ । ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପାର୍ଜୟନ୍ତ ମଣିଷ ଅନେକ କାମ କରିଥାଏ , ଯେଉଁଥିରେ ଅନେକ ନୀତିନିୟମ ମାନିବାକୁ ପଡେ ଯେମିତିକି ସକାଳେ ଉଠି ଗାଧେୟ ପୂଜା କରିବା , ରାସ୍ତାରେ ବାମ ପଟେ ଦେଇ ଯିବା , ଜନ ଗହଳି ସ୍ଥାନରେ ଦ୍ରୁତ ଗତିରେ ବାହାନ ନ ଚଳେଇବା , କାହାକୁ ମିଛ ନ କହିବା ଇତ୍ୟାଦି । କିନ୍ତୁ ପରିସ୍ଥିତିକୁ ନେଇ ଆମେ ଅନେକ ସମୟରେ ଏହି ନିୟମ ଗୁଡିକୁ ଭାଙ୍ଗି ଦେଉ  । ଓଡ଼ିଶାର ପୁରପଲ୍ଲୀରେ ଏଭଳି ସ୍ଥିତିକୁ "ଅକାଳେ ନିୟମ ନାସ୍ତି" ହୋଇଛି ବୋଲି ସମ୍ବୋଧନ କରାଯାଏ । 

ରୂଢି କାହାକୁ କହନ୍ତି ?

4. ଅତି ଭକ୍ତି ଚୋରର ଲକ୍ଷଣ (ati bhakti chorara lakhyana)


The meaning of   "ati bhakti chorara lakhyana"

karjya hasal pain  michatare binamra acharana kariba

ଅନେକ କ୍ଷେତ୍ରରେ ଲୋକମାନେ ନିଜ କାମ ହାସଲ କରିବା ପାଇଁ ହେଉ କି କାହାଠୁ ଫାୟେଦା ପାଇବା ପାଇଁ ହେଉ , କୌଶଳ କ୍ରମେ କାମ ହାସଲ କରନ୍ତି ।ଅର୍ଥାତ ସେମାନେ ଅନ୍ୟର ମିଛ ପ୍ରଶଂସା କରି କିମ୍ବା କାହାରି ବିରୁଦ୍ଧରେ ଚୁଗୁଲି କରିଥାନ୍ତି । ଉଦାହରଣ ଯଦି ଗୋଟେ ବିଲୁଆ ଗୋଟିଏ କୁକୁଡ଼ାକୁ ନିଜ ବେଷ୍ଟ ଫ୍ରେଣ୍ଡ କହେ ତେବେ ଜାଣିବା ବିଲୁଅଟି  କୁକୁଡ଼ାର ମିଛ ଭକ୍ତି କରୁଛି ।        

next- ଅଠା କାଠିରେ ପଡିବା (atha kathire padiba)

Comments

Popular posts from this blog

Odia proverb with meaning, ଓଡିଆ ଢୋଗ , ଓଡିଆ ଲୋକବାଣୀ

Odia proverbs, proverbs in Odia , ଓଡିଆ ଲୋକବାଣୀ, ଓଡିଆ ରୂଢି , ଓଡିଆ ଢଗ

proverbs with meaning in odia, English to odia proverb , dhaga dhomali , saying with meaning