Odia proverbs, proverbs in Odia , ଓଡିଆ ଲୋକବାଣୀ, ଓଡିଆ ରୂଢି , ଓଡିଆ ଢଗ


 8. ଅଦା ବେପାରୀର ଜାହାଜ ମୂଲ (ada beparira jahaja mula)


ମୂଲ୍ୟହୀନ ଚର୍ଚା କରିବାକୁ କିଛି ଲୋକ ଭଲ ପାଆନ୍ତି , ଯେଉଁ କଥାବାର୍ତା ର ପରିଣାମ ଶୂନ ବା ଯେଉଁ ଜିନିଷ କେବେ ହୋଇ ପାରିବ ନାହି ସେଭଳି ଚର୍ଚା କରିବା ଅର୍ଥ ହୀନ ତେଣୁ ଏଭଳି discussion କୁ ଅନଧିକାର ଚର୍ଚା କୁହାଯାଏ । 
 Friends these local sayings or proverbs are called Odia rudhi in Odisha. In every languages you find proverbs. Here i mentioned famous proverbs with their meaning in Odia , You can put your view in comment box.
I have an Odia you tube channel. named as Odia Online gk-quiz
link -https://www.youtube.com/channel/UCb7w_jhketBfvz8n6rAeWZw  


 9. ଓଟ ମୁହରେ ଜୀରା (ota muhare jira)

The meaning of ota muhare jira is described below -
 
ଓଟକୁ ମୁଠାଏ ଜୀରା ଖୁଆଇଲେ  ତାର ପେଟ କେବେ ପୁରିବ ନହିଁ   କାରଣ ଓଟ ଗୋଟିଏ ବିଶାଳ ପ୍ରାଣୀ ଅଟେ, ଓଟ ପ୍ରତିଦିନ ଖାଉଥିବ ଖାଦ୍ୟ ତୁଳନାରେ ମୁଠାଏ ଖାଦ୍ୟ ତା ପାଇଁ ବହୁତ କମ, ସେହିପରି ଯେଉଁ ଅସହାୟ ଦୁଃଖୀ ମାନଙ୍କୁ ଗୋଟିଏ ଦିନର ସାହାଜ୍ୟ ତାଙ୍କର ଆବଶ୍ୟକତା ଠାରୁ ବହୁତ କମ ହୋଇଥାଏ । ଏଭଳି ପରିସ୍ଥିତିରେ ଏହି ଲୋକବାଣୀ ଟି ର ପ୍ରୟଗ କରାଯାଏ ।   


10. ଓଡିଆ ନ ତିନ୍ତିଲେ ଘର ଛୁଅନ୍ତି ନାହିଁ (odia na tintile ghar chhuanti nahi)

 The meaning of odia na tintile ghar chhuanti nahi is given below (odia proverb) 

କିଛି ଲୋକ ଅସୁବିଧା ଆସିଲେ ତାକୁ  ସହି ଯାଇ ଚୁପ ରୁହନ୍ତି ଏବଂ ଯେତେବେଳେ ଅସୁବିଧାଟିକ ବଡ ହୋଇଯାଏ ସେତେବେଳେ ପ୍ରତିକାର କରିବା ଆରମ୍ଭ କରନ୍ତି । ଯେମିତି ଚାଳ ଛପର ଘର ଛାତରେ ଛିଦ୍ର ହେଲେ ତାକୁ ମରାମତି ନ କରି ଏମିତି ଛାଡି ଦିଆଯାଇଥାଏ ଏବଂ ବର୍ଷା ହେଲେ ଛାତରୁ ପାଣି ଗଳିଲେ ତାର ପ୍ରତିକାର କରାଯାଏ ।   

  next- ଅଧ ସାଙ୍ଗରେ ଭୁଆ ବିଲେଇ ବାଈ  

Comments

Popular posts from this blog

Odia proverb with meaning, ଓଡିଆ ଢୋଗ , ଓଡିଆ ଲୋକବାଣୀ

proverbs with meaning in odia, English to odia proverb , dhaga dhomali , saying with meaning