ଓଡିଆ ଢଗ ଢମାଳି , ଓଡିଆ ଲୋକବାଣୀ , Odia proverb with meaning, odia dhaga , lokabani
11. ଅଧ ସାଙ୍ଗରେ ଭୁଆ ବିଲେଇ ବାଈ (Odha sangare bhua bilei bai)
The meaning of Odha sangare bhua bilei bai is given below- pro Odisha gk
ଓଧ ନଇରେ ବୁଡ଼ି ସହଜରେ ମାଛ ଧରି ଥାଏ କିନ୍ତୁ ବିଲେଇ ମାଛ ପାଇଁ ଅନ୍ୟ ଉପରେ ନିର୍ଭର କରେ , ସେହିପରି ସମର୍ଥବାନ ବା ଧନୀ ବ୍ୟକ୍ତି ଯେତେବେଳେ ଯାହା ଚାହିବ ତାହା କିଣି ପାରିବ କିନ୍ତୁ ଗୋଟିଏ ଗରିବ ଲୋକ ଅର୍ଥ ଅଭାବରୁ ତାହା କରି ପାରେ ନାହିଁ । ଓଧକୁ ଭୋକ ଲାଗିଲେ ସେ ପାଣିରେ ବୁଡ଼ି ମାଛ ଧରି ପାରିବ କିନ୍ତୁ ବିଲେଇ ଏହା କେବେ କରି ପାରିବ ନାହି ।


Comments
Post a Comment