Odia lokabani , odia dhaga , proverb with odia meaning
ODIA DHAGA, ODIA NITIBANI , PROVERB WITH MEANING
A guilty conscience needs no accuser —ଜଣେ ଦୋଷୀ ବିବେକକୁ କୌଣସି ଅଭିଯୁକ୍ତର ଆବଶ୍ୟକତା ନାହିଁ ।
A little learning is a dangerous thing — ଅଳ୍ପ ବିଦ୍ୟା ଭୟଙ୍କର ।
A nine days’ wonder — ଚାରି ଦିନର ଚାନ୍ଦନୀ ତାପରେ ଅନ୍ଧାର ରାତି ।
A stitch in time saves nine — ଠିକ ସମୟରେ ସମାଧାନ କଲେ ବଡ ବିପତ୍ତିକୁ ମଧ୍ୟ ଏଡ଼େଇ ହୁଏ ।
A wolf in sheep’s clothing — ମୁଖରେ ହରି ପଛରେ ଛୁରୀ ।
Adversity flatters no man — ବିପତ୍ତି ପଡିଲେ ସମସ୍ତେ ଦୂରେଇ ଯାନ୍ତି ।
All is well that ends well — ଶେଷ ଭଲ ତ ସବୁ କିଛି ଭଲ।
All that glitters is not gold — ସବୁ ଚମକୁଥିବା ପଦାର୍ଥ ସୁନା ନୁହେଁ ।
All’s fair in love and war — ପ୍ରେମ ଓ ଲଢେଇରେ ସବୁକିଛି ଠିକ୍।
An empty brain is a devil’s work shop — ଖାଲି ବସିଲେ ଦୁଶ୍ଚିନ୍ତା ଆସେ ।

Comments
Post a Comment