NITIBANI, ODIA DHAGA , PROVERB WITH MEANING, ODIA SAYING

 

Christmas comes but once a year — ପ୍ରତିଦିନ ଦୀପାବଳି ଆସେ ନାହିଁ

 Coming events cast their shadows before — ଆଗାମୀ ଘଟଣା ଘଟିବ ପୂର୍ବରୁ ତାର ସୂଚନା ମିଳିଥାଏ

   Cut your coat according to your cloth — ଖର୍ଚ୍ଚ କରିବା ପୂର୍ବରୁ ଆୟକୁ ଦେଖିବା ଉଚିତ । 

   Dead men tell no tales — ମୃତ କଥା ହୁଅନ୍ତି ନାହିଁ

   Death keeps no calendar — ମୃତ୍ୟୁ ସମୟ କାଳ ଦେଖି ଆସେ ନାହିଁ

   Diamond cuts diamond — ଲୁହାକୁ ଲୁହା କାଟେ ।

   Do as you would be done by — ନିଜ ପ୍ରତି  ଯେମିତି ବ୍ୟବହାର ଚାହଁ  ଅନ୍ୟମାନଙ୍କୁ ମଧ୍ୟ ସେମିତି ବ୍ୟବହାର କର ।

 Do good and forget — ଭଲ କାମ କରି ତାକୁ ଭୁଲିଯାଅ ।

 Do not keep a dog and bark yourself —ସେବକ ନିୟୋଜିତ କରି ନିଜେ ଝାଡୁ ଦେବା ।

 Do not put off till tomorrow what you can do today — ଆଜିର କାମକୁ ଆସନ୍ତାକାଲି କୁ ଛାଡି ଦିଅନ୍ତୁ ନାହିଁ 

  Dry bread at home is better than roast meat a bread — ବାହାର ଚାକଚକ୍ୟଠୁ ଭଲ ଘରେ ଥିବା ସାଧାରଣ ଜିନିଷ 

1,2,3,4

Comments

Popular posts from this blog

Odia proverb with meaning, ଓଡିଆ ଢୋଗ , ଓଡିଆ ଲୋକବାଣୀ

Odia proverbs, proverbs in Odia , ଓଡିଆ ଲୋକବାଣୀ, ଓଡିଆ ରୂଢି , ଓଡିଆ ଢଗ

ଓଡିଆ ଲୋକବାଣୀ , ଓଡିଆ ଢଗ (Odia proverb with meaning) example