Odia lokabani , odia dhaga , proverb with odia meaning

 



An empty vessel sounds much — ଫମ୍ପା ମାଠିଆର ଶବ୍ଦ ବେଶି ।

An eye for an eye, a tooth for a tooth — ଆଖି ପାଇଁ ଆଖି, ଦାନ୍ତ ପାଇଁ ଦାନ୍ତ

An idle mind is the devil’s workshop — ନିଷ୍କ୍ରିୟ ମନ ହେଉଛି ଶୈତାନର କର୍ମଶାଳା   

Anger is blind — କ୍ରୋଧ ମଣିଷର ପରମ ସୂତ୍ର । 

 As you sow, so you reap — ଯେମିତି ଚାଷ ସେମିତି ସେମିତି ଅମଳ ।

Barking dogs seldom bite — ଗରଜିଲା ମେଘ ବରସେ ନାହି

Beauty has wings — ସୁନ୍ଦରତା ଚିର ସ୍ଥାୟୀ ନୁହେ ।

Better an empty house, than a bad tenant — ଖରାପ ଭଡ଼ାଟିଆ ଅପେକ୍ଷା ଖାଲି ଘର ଭଲ

Better today than tomorrow — ଆସନ୍ତାକାଲି ତୁଳନାରେ ଆଜି ଭଲ । 

Birds of the same feather flock together — ଚୋର-ଚୋର ମାଉସୀ ଭାଇ ।

Blood is thicker than water — ରକ୍ତ ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠୁ ଅଧିକ ନିବିଡ ।

Bullies are generally cowards — ପିଠି ପଛରେ କହୁଥିବା ଲୋକ ସାଧାରଣତଃ ଡରୁଆ । 


1,2,3

Comments

Popular posts from this blog

Odia proverb with meaning, ଓଡିଆ ଢୋଗ , ଓଡିଆ ଲୋକବାଣୀ

Odia proverbs, proverbs in Odia , ଓଡିଆ ଲୋକବାଣୀ, ଓଡିଆ ରୂଢି , ଓଡିଆ ଢଗ

ଓଡିଆ ଲୋକବାଣୀ , ଓଡିଆ ଢଗ (Odia proverb with meaning) example