NITIBANI, ODIA DHAGA , PROVERB WITH MEANING, ODIA SAYING

Christmas comes but once a year — ପ୍ରତିଦିନ ଦୀପାବଳି ଆସେ ନାହିଁ । Coming events cast their shadows before — ଆଗାମୀ ଘଟଣା ଘଟିବ ପୂର୍ବରୁ ତାର ସୂଚନା ମିଳିଥାଏ । Cut your coat according to your cloth — ଖର୍ଚ୍ଚ କରିବା ପୂର୍ବରୁ ଆୟକୁ ଦେଖିବା ଉଚିତ । Dead men tell no tales — ମୃତ କଥା ହୁଅନ୍ତି ନାହିଁ । Death keeps no calendar — ମୃତ୍ୟୁ ସମୟ କାଳ ଦେଖି ଆସେ ନାହିଁ । Diamond cuts diamond — ଲୁହାକୁ ଲୁହା କାଟେ । Do as you would be done by — ନିଜ ପ୍ରତି ଯେମିତି ବ୍ୟବହାର ଚାହଁ ଅନ୍ୟମାନଙ୍କୁ ମଧ୍ୟ ସେମିତି ବ୍ୟବହାର କର । Do good and forget — ଭଲ କାମ କରି ତାକୁ ଭୁଲିଯାଅ । Do not keep a dog and bark yourself — ସେବକ ନିୟୋଜିତ କରି ନିଜେ ଝାଡୁ ଦେବା । Do not put off till tomorrow what you can do today — ଆଜିର କାମକୁ ଆସନ୍ତାକାଲି କୁ ଛାଡି ଦିଅନ୍ତୁ ନାହିଁ Dry bread at home is better than roast meat a bread — ବାହାର ଚାକଚକ୍ୟଠୁ ଭଲ ଘରେ ଥିବା ସାଧାରଣ ଜିନିଷ 1 , 2 , 3 ,4